spot_img

କରୋନା ସଂକ୍ରାନ୍ତ ବିପଜ୍ଜନକ ଓ ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓ ହଟାଇଲା ‘ୟୁଟ୍ୟୁବ୍‌’

ନୂଆଦିଲ୍ଲୀ:  କୋଭିଡ୍‌-୧୯ ସମ୍ବନ୍ଧୀୟ ବିପଜ୍ଜନକ ତଥା ବିଭ୍ରାନ୍ତିକର ସୂଚନା ଥିବା ୧ ନିୟୁତ ଭିଡିଓକୁ ‘ଗୁଗଲ୍‌’ ମାଲିକାନାରେ ଥିବା ‘ୟୁଟ୍ୟୁବ୍‌’ ହଟାଇ ଦେଇଛି।

‘ୟୁଟ୍ୟୁବ୍‌’ର ଚିଫ୍ ପ୍ରଡକ୍ଟ୍‌ ଅଫିସର୍‌ ନିଲ୍ ମୋହନଙ୍କ କହିବା ଅନୁସାରେ, ଆମେ ଯାହାକିଛି ହଟାଇଲୁ କେବଳ ତାହାରି ଉପରେ ଧ୍ୟାନ ନିବଦ୍ଧ କଲେ ଜଣାଯିବ ଯେ, ବାସ୍ତବରେ ଲୋକେ ଦେଖୁଥିବା ବିପୁଳ ସଂଖ୍ୟକ ଭିଡିଓ ଆମେ ହରାଇଲୁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular