କରୋନା ସଂକଟ ମଧ୍ୟରେ ବିହାର ନିର୍ବାଚନ ହେବା ନେଇ ସ୍ପଷ୍ଟ କରାଯାଇଛି । ନିର୍ବାଚନ ଆୟୋଗ ଗାଇଡଲାଇଇନ ଜାରି କରିଛନ୍ତି । ଗାଇଡଲାଇନ ଅନୁଯାୟୀ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ଅନଲାଇନରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଅନୁମତି ଦିଆଯାଇଛି । ଏହା ସହିତ ନିର୍ବାଚନ ସମୟରେ କରୋନାରୁ ରକ୍ଷା ପାଇଁ ନୁତନ ନିୟମ ପାଳନ କରିବା ପାଇଁ ମଧ୍ୟ କୁହାଯାଇଛି । ଏହି ଗାଇଡଲାଇନ ର ସଂଙ୍କେତ ଅନୁଯାୟୀ ରାଜ୍ୟରେ ମଧ୍ୟ ବିଧାନ ସରାଜ୍ୟରେ ମଧ୍ୟ ବିଧାନସଭା ଅନୁଷ୍ଠିତ ହେବ ନିର୍ଦ୍ଧାରିତ ସମୟରେ । ଏଥିସହ ପ୍ରତିଟି ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ ମଧ୍ୟ କୁହାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0