spot_img

ରିୟାଙ୍କ CAଙ୍କୁ ଆଜି ନେଣଦେଣ ଓ ଖର୍ଚ୍ଚ ବିଷୟରେ ପଚାରଉଚାର କରିବ ED..

ସୁଶାନ୍ତ ସିଂହ ରାଜପୁତ ମାମଲାର ଇଡି ତଦନ୍ତ ଜାରି ରଖିଛି । ସୋମବାର ଦିନ ଇଡି ପଚାର ଉଚାର ପାଇଁ ରିୟା ଚକ୍ରବର୍ତ୍ତୀ ସହ ରିତେଶ ମୋଦିଙ୍କୁ ଡକାଇଛି । ରିୟାଙ୍କ (ସିଏ) ରିତେଶ ମୋଦିଙ୍କୁ ରିୟା ଚକ୍ରବର୍ତ୍ତିୀଙ୍କ ଫାଇନ୍ସାସ ଇନକମ୍ ଏବଂ ଖର୍ଚ୍ଚ ବାବଦରେ ପଚାରଯିବ । ଏବେ ସୁଦ୍ଧା ଅନେକ ଲୋକଙ୍କୁ ପଚାରଉଚାର କରାଯାଇଛି ।ଏଥିରେ ରିୟା ଏବଂ ପରିବାର ସମେତ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ ,ବିଜନେସ ମ୍ୟାନେଜର,ସଭିଙ୍କୁ ପଚାରଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular