ଏକ ବର୍ଷରୁ ଅଧିକ ହେବ କାଶ୍ମିରୀ ଓ ଜାମ୍ମୁ ଡିଭିଜନରେ ପ୍ରତ୍ୟେକ ଡିଭିଜନରେ ପରୀକ୍ଷାମୁଳକ ଭାବେ ୪ଟି ମୋବାଇଲ ଓ ଇଣ୍ଟରନେଟ ସେବା ପୁନଶ୍ଚ ଆରମ୍ଭ ହୋଇଛି । ଜାମ୍ମପ କାଶ୍ମୀର ପ୍ରଶାସନ ରବିବାର ରାଡିରେ କେନ୍ଦ୍ରଶାସିତ ଅଂଚଳର ଗାନ୍ଦରାବାଲ ଏବଂ ଉଧମପୁର ଜିଲ୍ଲାରେ ୪ଟି ଇଣ୍ଟରନେଟ ସେବା ଆରମ୍ଭ କରିଦିଆଯାଇଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0