ରାଜ୍ୟରେ ଲଘୁଚାପ ଜନିତ ବର୍ଷାରୁ ସୃଷ୍ଟି ହୋଇଥିବା 5ଟି ନଦୀର ବନ୍ୟା ପରିସ୍ଥିତି ମଧ୍ୟରୁ 3ଟି ନଦୀର ବନ୍ୟା ସ୍ଥିତି ସୁଧିରିବାରେ ଲାଗିଛି । ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ ନଦୀର ଜଳସ୍ତର ଖସୁଛି। ତାହା ଆଉ ଚିନ୍ତାଜନଙ୍କ ସ୍ଥିତିରେ ନାହିଁ। ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର ଆଜି(ରବିବାର)ଠୁ କମିବା ଦେଖିବାକୁ ମିଳିଛି। ସେଠାରେ ରେଙ୍ଗାଲି ଡ୍ୟାମ ଗେଟ ବନ୍ଦ କରାଯାଇଛି। ସମୀକ୍ଷା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ ଅନୁ ଗର୍ଗ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0