spot_img

ଯାତ୍ରୀଙ୍କ ପାଇଁ ଗୃହ ମନ୍ତ୍ରାଣାଳୟ ପକ୍ଷରୁ ଏସଓପି ଜାରି

ବନେ୍ଦ ଭାରତ ଯୋଜନା ଅଧୀନରେ ଅଣ-ଯୋଜନାବଦ୍ଧ ବାଣିଜ୍ୟକ ବିମାନ ଏବଂ ଏୟାର ବବଲ୍ ବ୍ୟବସ୍ଥା ପାଇଁ ଗୃହ ମନ୍ତ୍ରାଣାଳୟ ଶନିବାର ଷ୍ଟାଣ୍ତାର୍ଡ ଅପରେଟିଂ ପ୍ରୋଟକଲ ଏସଓପି ଜାରି କରାଯାଇଛି । ମନ୍ତ୍ରାଣାଳୟ କହିଛି ଯେ ଏସଓପି ଅନୁଯାୟୀ ବନେ୍ଦ ଭାରତ ମିଶନ ଅଧିନରେ ଉଡାଣ ମାଧ୍ୟମରେ ଭାରତ ଆସିବାକୁ ଇଚ୍ଚା କରୁଥିବା ଲୋକମାନେ ସେହି ଦେଶରେ ଥିବା ଭାରତୀୟ ମିଶନ ସହିତ ପଂଜିକୃତ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular