ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ର ଥିବା ପ୍ରସିଦ୍ଧ ସୈବ ବାବା ଚନ୍ଦନେଶ୍ୱର ମନ୍ଦିର ସମ୍ଭୁଖରେ ଥିବା ୧୦ ରୁ ଅଧିକ ଅସ୍ଥାୟୀ ଦୋକାନ ବିଳମ୍ୱିତ ରାତି ପ୍ରାୟ ୨.୩୦ମିନିଟ ସମୟରେ ହୁତ ହୁତ ହୋଇ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି୧ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ।ଅନୁମାନିକ ୧୦ ଲକ୍ଷ ଟଙ୍କାର ଅଧିକ କ୍ଷତି ହୋଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0