spot_img

କଟକରେ ଅପମିଶ୍ରଣ ରୋକିବା ପାଇଁ ଗଠନ କରାଯିବ ୧୦ଟି ସ୍କ୍ଵାର୍ଡ

କଟକ: କଟକରେ ଅପମିଶ୍ରଣ ରୋକିବା ପାଇଁ ଗଠନ ହେବ ଟିମ୍‌। ୧୦ଟି ସ୍କ୍ଵାର୍ଡ ଗଠନ କରାଯିବ। CMCରେ ୪ଟି ଟିମ୍‌ ରହିବେ ଓ ଅନ୍ୟ ୬ଟି ଟିମ୍‌ ଜିଲ୍ଲାରେ ରହି ତଦାରଖ କରିବେ। ନକଲି ଓ ଅପମିଶ୍ରଣ ନେଇ ଲୋକେ ସିଧାସଳଖ ଅଭିଯୋଗ କରିବା ପାଇଁ ଟୋଲ୍‌ ଫ୍ରି ନମ୍ବର ଆରମ୍ଭ ହେବ। ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ମାଲଗୋଦାମ ବ୍ୟବସାୟୀ ଓ ଜଗତପୁର ଶିଳ୍ପାଞ୍ଚଳ ସଂଘ ସହ ସମନ୍ଵୟ ରଖାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଅପମିଶ୍ରଣ ନେଇ ଏପର୍ଯ୍ୟନ୍ତ ସ୍ଥାନରେ ୧୬ଟି ଚଢାଉ ହୋଇସାରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular