ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୨ ଜଣ କରେନା ସଂକ୍ରମିତପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା୨୫୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟରେ ସ୍ୱସ୍ଥ୍ୟା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ୨,କନ୍ଧମାଳ୨, କେନ୍ଦୁଝର୨, ଖୋର୍ଦ୍ଧା ୨,ବାଲେଶ୍ୱର୧, ବରଗଡ଼୧, ଗଜପତି୧,ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
4. A 57 year old male of Balasore district who was also suffering from Diabetes.
5. A 55 year old male of Kandhamal district who was also suffering from Diabetes.
6. A 60 year old male of Kandhamal district who was also suffering from Diabetes.
— H & FW Dept Odisha (@HFWOdisha) August 8, 2020
ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୪୧୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧରୁ ୧୫୧୮୮ଟି ଆକ୍ଟିଭ କେସ ରହିଥିବା ବେଳେ ୨୮୬୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୫୯ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୩୪୦୯୦ ସାମ୍ଫୁଲ ଟେଷ୍ଟ ହୋଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0