ୱାଶିଂଟନ: ଜୋ ବାଇଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଅନ୍ୟପଟେ ପ୍ରଥମଥର ଲାଗି ଉପରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିବେ ଜଣେ ମହିଳା ପୁଣି ଭାରତୀୟ ବଂଶୋଦ୍ଭବ- କମଳା ହ୍ୟାରିସ । ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ଭାରତୀୟ ଆମେରିକୀୟ। ପ୍ରଥମ ଥର ପାଇଁ ୧୨ ଜଣ ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ନିର୍ବାଚିତ ବାଇଡେନଙ୍କ କ୍ୟାବିନେଟର ଅଂଶ ହେବାକୁ ଯାଉଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0