spot_img

ଏଣିକି ଭଣ୍ଡବାବାଙ୍କ ଆଶ୍ରମ ବନ୍ଦ ସମ୍ପର୍କରେ ନିଷ୍ପତି ନେବେ ସରକାର

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଆତ୍ମଘୋଷିତ ବାବାଙ୍କ ଆଶ୍ରମ ବନ୍ଦ କରିବା ଉପରେ ଆଜି ସୁପ୍ରିମକୋର୍ଟ ରାୟ ଦେଇଛି । ତେବେ ଏ ବାବଦରେ ବତ୍ତମାନ ସରକାର ନିଷ୍ପତି ନେବେ ବୋଲି ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି । ଏହା କୋର୍ଟର ପରିଶର ଭୁକ୍ତ ନୁହେଁ ବୋଲି କୋର୍ଟ କହିଛନ୍ତି । ଏହା କୋର୍ଟର ବିଚାର ପରିସର ଭୁକ୍ତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular