ଭୁବନେଶ୍ୱର : ରବିବାର ଦିନ ରାଜଧାନୀର ଏ ନମ୍ବର ହାଟ ବନ୍ଦ ରହିବ | NEET ପରୀକ୍ଷା ପାଇଁ ମଦର ପ୍ଲବିକ୍ ସ୍କୁଲ ସେଣ୍ଟର ପଡିଛି | ମଦର ପ୍ଲବିକ୍ ସ୍କୁଲ ୧ ନମ୍ବର ହାଟକୁ ଲାଗି ଥିବାରୁ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି | ଆସନ୍ତା ୧୩ ତାରିଖ ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ମାର୍କେଟ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଛି | ଗହଳି କମାଇବାକୁ ହାଟ ବନ୍ଦ ରଖିବାକୁ ବିଏମସି ନିଷ୍ପତ୍ତି ନେଇଛି |



Visitors Today : 6
Total Visitors : 130175
Total Views : 9891622
Visitors Online Now : 0