ନୂଆପଡା: ନୂଆପଡା ଜିଲ୍ଲାରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର । କୋମନା ଥାନା ସୁନାବେଡା ଅଭୟାରଣ୍ୟ ଭିତର ଚେରେଚୁଆଁ ବିଟ୍ ହାଉସ୍ ସମ୍ମୁଖରୁ ଏହି ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଛି । ଖବର ପାଇବା ପରେ ଘଟଣାସ୍ଥଳରେ ସିଆରପିଏଫର ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ଲ୍ୟାଣ୍ଡମାଇନ୍ ଟିକୁ ନିଷ୍କ୍ରିୟ କରିଥିବା ଜଣାପଡିଛି । ଉଦ୍ଧାର ହୋଇଥିବା ଲ୍ୟାଣ୍ଡମାଇନ୍ ଟି ପାଖାପାଖି ୧୫ କେଜି ଓଜନର ହୋଇଥିବା ଅନୁମାନ କରାଯାଉଛି । ଏ ସଂପର୍କରେ ସିଆରପିଏଫ କମାଣ୍ଡାଣ୍ଟ ରାଜେଶ ବତ୍ସ ସୂଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0