spot_img

୨ ଦିନ କୋରାପୁଟ ଜିଲ୍ଲା ସଟଡାଉନ

ଜୟପୁର : ବଢୁଛି କରୋନା ସଂକ୍ରଣ । ୪୮ ଘଣ୍ଟା ପାଇଁ ସମଗ୍ର କୋରାପୁଟ ଜିଲ୍ଲା ସଟଡାଉନ । ଆଜି ରାତି ୧୨ଟାରୁ ଶନିବାର ରାତି ୧୨ଟା ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଜିଲ୍ଲାକୁ ସଟଡାଉନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସଟଡାଉନ ନେଇ କୋରାପୁଟ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲାରେ ଆଉ ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୮୭ରେ ପହଞ୍ଚିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular