ସମ୍ବଲପୁର : ସମ୍ବଲପୁର ଡିଅର୍ ପାର୍କକୁ ଆସିଛି ୨ ମାସର ଭାଲୁ ଛୁଆ । ବନ୍ଯପ୍ରାଣୀ ବିଭାଗ ଏହି ଭାଲୁ ଛୁଆକୁ ଆଣି ସମ୍ବଲପୁର ଡିଅର ପାର୍କରେ ରଖାଯାଇଛି । ଦେବଗଡ ଜଂଗଲରୁ ଏହି ଭାଲୁ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ ।
ତେବେ ସମ୍ବଲପୁର ଡିଅର ପାର୍କକୁ ଆଣିଲା ଏହି ଭାଲୁ ଛୁଆକୁ ନୀରିକ୍ଷଣରେ ରଖାଯାଇଛି । ବନ ବିଭାଗର ସ୍ବାସ୍ଥ୍ଯ ଟିମ୍ ଭାଲୁ ଛୁଆର ସ୍ବାସ୍ଥ୍ଯ ପରୀକ୍ଷା କରିଛନ୍ତି । ବର୍ତ୍ତମାନ ଭାଲୁ ଛୁଆଟିର ସ୍ବାସ୍ଥ୍ଯବସ୍ଥା ସ୍ଥିର ଥିବା ଜଣାପଡିଛି । ଭାଲୁଛୁଆଟିକୁ ପ୍ରାଥମିକ ପର୍ଯ୍ଯାୟରେ କ୍ବାରେଣ୍ଟାଇନରେ ରଖାଯାଇଥିବା ହୀରାକୁଦ ବନ୍ଯପ୍ରାଣୀ ଡିଭିଜନର ଡିଏଫଓ ପ୍ରତାପ କଟ୍ଟାପଲ୍ଲୀ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0