spot_img

ପଞ୍ଜାବରେ ୨ ପାକିସ୍ତାନୀ ନିହତ

ପଞ୍ଜାବ : ଅନୁପ୍ରବେଶ ଉଦ୍ୟମ ପଣ୍ଡ । ୨ ପାକିସ୍ତାନୀ ନିହତ । ପଞ୍ଜାବ ଅମୃତସରର ଅଟାରୀ ସୀମା ନିକଟରେ ଏକ ଅନୁପ୍ରେବଶ ଉଦ୍ୟମକୁ ବିଏସଏଫ୍ ଯବାନ ପଣ୍ଡ କରିଦେଇଛନ୍ତି । ରାଜତାଲ ବିଓପିରେ ୨ ଜଣ ପାକିସ୍ତାନୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ବିଏସଫ୍ ଯବାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ଏହାକୁ ଅନୂପେବଶକାରୀ ମାନେ ମାନି ନଥିଲେ । ଶେଷରେ ବାଧ୍ୟ ହୋଇ ବିଏସଏଫ ଯବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଅନୁପ୍ରବେଶକାରୀଙ୍କ ନିକଟରୁଏକେ-୪୭ ସହିତ ବହୁ ପରିମାଣର ଗୁଳିଗୋଳା ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular