ଭୁବନେଶ୍ୱର: କମିଶନରେଟ୍ ପୋଲିସ ରିଜର୍ଭ ଲାଇନର ଦୁଇ କନେଷ୍ଟବଳ କରୋନା ସଂକ୍ରମତି ହୋଇଛନ୍ତି । ପୋଲିସ କମିଶନର କହିଛନ୍ତି ଯେ, ଦୁଇ କନେଷ୍ଟବଳ ଛୁଟିରୁ ଫେରି ଆଇସୋଲେସନରେ ଥିଲେ । ସେମାନଙ୍କର କରୋନା ଟେଷ୍ଟ ହେବାପରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କ ଘର କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲ୍ଲାର । ଉଭୟଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0