spot_img

କେନାଲରେ ବୁଡି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ

କଳାହାଣ୍ଡି: କେନାଲକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡ଼ିଯାଇ ୨ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଚାଚିଗୁଡା ସାହିରେ । ମୃତ୍ୟୁ ହୋଇଥିବା ୨ ଜଣ ନାବାଳିକା ହେଉଛନ୍ତି ସମ୍ପର୍କୀୟ ଭଉଣୀ । ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ୨ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି। ନାବାଳିକା ଦ୍ୱୟ ହେଲେ ଯଜ୍ଞସେନି ପୁଝରି ଓ ପ୍ରିୟଙ୍କା ପୁଝରି। ଖବର ପାଇ ପଲିସ ଘଟଣାସ୍ଥଳରେ ପହଁଞ୍ଚି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular