ଯାଜପୁର: ବନ୍ୟା ପାଣି ପଶି ଭୁଶୁଡିଲା ୨ ମହଲା କୋଠା । ପ୍ରବଳ ବର୍ଷା ଓ ବନ୍ୟା ପାଣି ଯୋଗୁ ଯାଜପୁର ରସୁଲପୁର ବ୍ଲକର ବନ୍ଧଡିହରେ ୨ ମହଲା ଘର ଭୁଶୁଡି ପଡିଛି । କୋଠାଟି ଭୁଶୁଡି ବ୍ରାହ୍ମଣୀ ନଦୀରେ ଭାସିଯାଇଛି । ନଦୀ ବଢିବା ପରେ ପରେ ଦୁର୍ବଳ ସ୍ଥାନରେ ବାଲି ପକାଇ ଏହାର ସୁରକ୍ଷା ପାଇଁ ନିବେଦନ କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଇନଥିଲେ । ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘାଇ ରହିବା ସହ ପାଣି ଜମି ରହିଛି । ତେବେ ତଳିଆ ଅଞ୍ଚଳ ଲୋକଙ୍କୁ ଉଧାର କାମ ଜାରି ରହିଥିବାର ସୂଚନା ମିଳିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0