spot_img

ପଟ୍ଟାମୁଣ୍ଡାଇରେ ପଶିଲା ବନ୍ୟା ଜଳ, ଦୁଇଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାରେ ପଶିଲା ବନ୍ୟା ଜଳ । ଧୋୟା ଅଞ୍ଚଳର ୭ଟି ପଞ୍ଚାୟତ ପ୍ରଭାବିତ ହେଉଥିବାବେଳେ ପେଣ୍ଠପାଳ ଓ ସିଂହଗାଁ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ସେପଟେ ବିପଦପୂର୍ଣ୍ଣ ଅବସ୍ଥାରେ ଅଳଭା ନଦୀ । ବିପଦ ସଙ୍କେତ ୪.୯ ଥିବାବେଳେ ବନ୍ୟାଜଳ ୫.୧୫ ରେ ପ୍ରବାହିତ ହେଉଛି । ଆସନ୍ତାକାଲି ଆହୁରି ବଢିବ ବୋଲି ଆକଳନ କରିଛନ୍ତି ଜଳସେଚନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular