spot_img

ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ । ଆଜି ରାଜ୍ୟରେ ୨୨୫ଟି କରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୩୭୨୩ ।

ଭୁବନେଶ୍ୱର: ୧୩/୬ ରାଜ୍ୟରେ ଆଜି ସର୍ବାଧିକ କରୋନା ପଜିଟିଭ ଚିହ୍ନଟ । ଆଜି ରାଜ୍ୟରେ ୨୨୫ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।

ଏମାନଙ୍କ ମଧ୍ୟରୁ ୧୯୬ ଜଣ କ୍ଵାରିଣ୍ଟିଂନ ସେଣ୍ଟରର ଥିବା ବେଳେ ବାକି ୨୯ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ରାଜ୍ୟରେ ଏଯାବତ ୧୨୩୬ ଟି ଆକ୍ଟିଭ କେଶ ଥିବା ବେଳେ ୨୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଯେବେକି, ପୁରୀରୁ ୧୫ଜଣ, ବଲାଙ୍ଗୀରରୁ ୧୨ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୪ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯ ଜଣ ଅଛନ୍ତି । ଏହା ସହ ଆଜି ୧୨୦ସୁସ୍ଥ ହୋଇଥିବା ବେଳେ ଏଯାବତ ରାଜ୍ୟରେ ୧୯୬୪୫୬ଟି ପଜିଟିଭ ଟେଷ୍ଟ ସରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular