spot_img

ବିଜୁ ବାବୁଙ୍କ ୨୪ତମ ଶ୍ରଦ୍ଧଦିବସ ପାଳିତ

ଘଷିପୁରା: ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୪ ତମ ଶ୍ରଦ୍ଧଦିବସ ଘଷିପୁରା ନିର୍ବାଚନ ମଣ୍ଡଳୀ ର ପଦନା ଠାରେ ପାଳିତ ହୋଇଯାଇଛି ।
ଘଷିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ବଦ୍ରିନାରାୟନ ପାତ୍ର ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରଥିଲେ । ବିଜୁବାବୁଙ୍କ ପାଇଁ କେନ୍ଦୁଝର ଜିଲ୍ଲା ଗର୍ବ କରେ ଓ ବିଜୁବାବୁ ଲୋହ ମାନବ ବୋଲି ସେ କହିଥିଲେ । କରୋନା କଟକଣା କୁ ସଂମାନଦେଇ ନିୟମ ଅନୁସାରେ ନିରାଡ଼ମ୍ବର ରେ ପାଳିତ ହୋଇଛି ଶ୍ରଦ୍ଧଦିବସ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସହ ନିର୍ବାଚନ ମଣ୍ଡଳୀ ର କିଛି କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular