ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଟାଙ୍ଗିଣିଗୁଡା ଗ୍ରାମର ମଂଗଳା ଦଳେଇଙ୍କ ଘରେ ନିଆଁ ଲାଗି ସମସ୍ତ ଆସବାବପତ୍ର ପୋଡିନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ଘରର୨ ବଖରା ପୋଡି ପାଉଁଶ ହେବା ସହିତ ପ୍ରାୟ ୨୦ରୁ ୩୦ ହଜାର ଟଙ୍କାର ସମ୍ପତି ପୋଡିଯିବା ସହ ନଗଦ ୬ ହଜାର ଟଙ୍କା ପୋଡି ନଷ୍ଟ ହୋଇଯାଇଥିବା ଖବର ମିଲିଛି । । ଖବର ପାଇ ବୈପାରିଗୁଡା ରୁ ଦମକଳବାହିନି ଆସି ନିଆଁକୁ ଆୟତ କରିଥିଲେ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି ମଙ୍ଗଳା ଦଳେଇ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0