spot_img

ରାଜ୍ୟରେ ଆଜି ୨୬୯୭ଆକ୍ରାନ୍ତ ଚିହ୍ନଟ , ୪୮୨ ଆକ୍ରାନ୍ତ ସହ ଶୀର୍ଷରେ ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୬୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୬୮୩୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୭୬ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୧୨୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୨ ଜଣ, କଟକ ଜିଲ୍ଲାରୁ୨୩୪ ଜଣ , ପୁରୀ ଜିଲ୍ଲାରୁ ୬୪ ଜଣ ଓ ରାୟଗଡ଼ା ଜିଲ୍ଲାରୁୁ ୩ ଜଣ , ଭଦ୍ରକ ଜିଲ୍ଲାରୁୁ ୬୬ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୩୪ ଜଣ , ସୁନ୍ଦରଗଡ଼ ଜିଲ୍ଲାରୁ୧୨୦ ଜଣ, ବରଗଡ଼ ଜିଲ୍ଲାରୁୁ ୮୬ ଜଣ , କେନ୍ଦୁଝର ଜିଲ୍ଲାରୁ ୭୫ ଜଣ , ଗଞ୍ଜାମ ଜିଲ୍ଲାରୁୁ ୪୫ ଜଣ , ନବରଙ୍ଗପୁର ଜିଲ୍ଲାରୁ୫୧ ଜଣ, କେରାପୁଟ ଜିଲ୍ଲାରୁୁ ୪୫ ଜଣ , ସମ୍ବଲପୁର ଜିଲ୍ଲାରୁୁ ୧୦୭ ଜଣ ଚିହ୍ନଟ , ନୟାଗଡ଼ ଜିଲ୍ଲାରୁ ୩୮ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୬୯ ଜଣ , ଜଗତସିଂହପୁର ଜିଲ୍ଲାରୁ୬୫ ଜଣ, ଅନୁଗୁଳ ଜିଲ୍ଲାରୁ୧୨୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁୁ ୮୨ ଜଣ , ବୌଦ୍ଧ ଜିଲ୍ଲାରୁ୧ ଜଣ, ବଲାଙ୍ଗିର ଜିଲ୍ଲାରୁୁ ୧୦୭ ଜଣ, ନୂଆପଡ଼ା ଜିଲ୍ଲାରୁ୧୫୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୭ ଜଣ, କଳାହାଣ୍ଡି ଜିଲ୍ଲାରୁୁ ୪୫ ଜଣ, କନ୍ଧମାଳ ଜିଲ୍ଲାରୁ୩୪ ଜଣ, ଦେବଗଡ ଜିଲ୍ଲାରୁ୧୫ ଜଣ , ଯାଜପୁର ଜିଲ୍ଲାରୁ୧୧୮ ଜଣ , ଢ଼େଙ୍କାନାଳ ଜିଲ୍ଲାରୁ୪୫ ଜଣ, ଗଜପତି ଜିଲ୍ଲାରୁ୮ ଜଣ , ମାଲକାନାଗିରି ଜିଲ୍ଲାରୁୁ ୪୦ ଣ ଓ ବାଲେଶ୍ୱର ଜିଲ୍ଲାରୁ ୧୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular