ବଲିଓଡ଼ର ସୁନ୍ଦରି ଏବଂ ଦିଗଗଜ ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କ ଭାବି ସ୍ୱାମୀ ନିକ୍ ଜୋନ୍ସଙ୍କ ସହ ତାଙ୍କର ଦିତ୍ୱୀୟ ତମ ବିବାହ ବାର୍ଷିକ ପାଳନ କରିଛନ୍ତି । ୨୦୧୮ ଡ଼ିସେମ୍ବର ୧ ଏବଂ ୨ ତାରଖରେ ଭିନ୍ନ ଭିନ୍ନ ରିତି ରିବାଜ୍ ସହ ବିବାହ କରିଥିଲେ । ବିବାହ ପୁର୍ବରୁ ଦୁହେଁ ଲମ୍ବା ସମୟ ପର୍ଯ୍ୟନ୍ତ ଡ଼େଟ୍ କରିଥିଲେ ।

ପ୍ରିୟଙ୍କା ଚୋପ୍ରାଙ୍କୁ ଭାରତୀୟ ଇଂରାଜୀ ପେପରେ ଜଣେ ସାମ୍ବାଦିକ ପଚାରିଥିଲେ ଯେ, ନିକ୍ ଜୋନ ସକାଳୁ ବିଛଣାରୁ ଉଠିବା ପରେ କ’ଣ କରିଥାନ୍ତି । ଏହାର ଉତ୍ତରରେ ପ୍ରିୟଙ୍କା ଚୋପ୍ରା ପର ବର୍ଷର ତାଙ୍କ ବିବାହ ପରେ ଘଟିଥିବା କିଛି ରମାଣ୍ଟିକ ଘଟଣା ମନ କହିଥିଲେ ।

ପ୍ରିୟଙ୍କା ଚୋପ୍ରା କହିଥିଲେ ତାଙ୍କ ଭାବି ସ୍ୱାମୀ ତାଙ୍କପ୍ରତି ସଦାବେଳେ ଆକର୍ଷିତ ରୁହନ୍ତି । ପ୍ରତିଦିନ ସକାଳୁ ଉଠି ତାଙ୍କ ଚେହେରା ଦେଖିଥାନ୍ତି । ପ୍ରିୟଙ୍କା ପୁଣି କହିଛନ୍ତି ଯେ, ଆପଣ ମାନଙ୍କୁ ଏହା ଅଜବ ଲାଗିପାରେ କିନ୍ତୁ ନିକ ଜୋନସ୍ ବିବାହ ପରଠାରୁ ପ୍ରତ୍ୟେକ ଦିନ ସକାଳୁ ଉଠିଲେ ପ୍ରଥମେ ମୋ’ ଚେହେରା ଦେଖିଥାନ୍ତି ।

ତେବେ ପ୍ରିୟଙ୍କା ସକାଳୁ ନିକ୍ କୁ ଦେଖିବା ପରେ , କଥା ଆଳରେ ଥଟ୍ଟାରେ କୁହନ୍ତି ମୁଁ ଟିକେ ମେକଫ ହୋଇକି ଅସେ । ଏହା ବ୍ୟତିତ ନିକ୍ ଙ୍କ ବିଷୟରେ ପ୍ରିୟଙ୍କା ଚୋପ୍ରା ଆହୂରି ଅନେକ କଥା ପ୍ରକାଶ କରିଛନ୍ତି । ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ଙ୍କ ବିବାହ ଯୋଧପୁର ଉମିଦ୍ ଭବନରେ ଅନୁଷ୍ଟିତ ହୋଇଥିଲା । ସେଠରେ ତାଙ୍କର ରୟାଲ ୱେଡ଼ିଂ ହୋଇଥିଲା । ବିବାହ ପାଇଁ ଉମିଦ ଭବନର ସପୁର୍ଣ୍ଣ ଯାଗାକୁ ବୁକିଂ କରାଯାଇଥିଲା । ପ୍ରବେଶ ଦ୍ାରକୁ ସମ୍ପୁର୍ଣ୍ଣ ଭାବରେ ସାଧାରଣ ଲୋକଙ୍କ ପାଇଁ ବେନ୍ କରାଯାଇଥିଲା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0