ୱେଲିଂଟନ: ଆସନ୍ତା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ କେନ ୱଲିିୟମସନ । ତେବେ ତାଙ୍କ ପତ୍ନୀ ପ୍ରଥମ ସନ୍ତାନର ଜନ୍ମ ଦେବାକୁ ଥିବାର ୱିଲିୟମସନ ପୈତୃକ ଛୁଟି ନେଇଛନ୍ତି । ଅନ୍ୟପଟେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୱିଲିୟମସନ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ୨୫୧ ରନ ସଂଗ୍ରହ କରିଥିଲେ । ଏହା ସହ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀରେ ରହିଛି ନୁ୍ୟଜିଲାଣ୍ଡ ଦଳ ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0