ନୂଆପଡ଼ା : ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର । ବ୍ୟକ୍ତିଜଣଙ୍କୁ ଏକାଥରକେ ଆକ୍ରମଣ କଲେ ତିନୋଟି ଭାଲୁ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭାଲୁ ଆକ୍ରମଣରେ ନୂଆପଡା ତିଲେଇଝର ଗାଁର ନନ୍ଦକୁମାର ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଲକୁ ଯାଇଥିବା ବେଳେ ଭାଲୁମାନେ ତାଙ୍କୁ ଆକ୍ରମଣ କରିଥିଲେ । ପାଖରେ କେହି ନଥିବା ବେଳେ ନିଜ ସାହସ ଓ ବୁଦ୍ଧି ବଳରେ ସେ ଭାଲୁ କବଳରୁ ବଞ୍ଚି ଯାଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0