spot_img

୩ଦିନ ବନ୍ଦ ରହିବ ବୁର୍ଲା ଭିସୁଟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ବୁର୍ଲା ଭିସୁଟ ୩ଦିନ ପାଇଁ ବନ୍ଦ ରହିବ। ଏନେଇ ଭିସୁଟର ରେଜିଷ୍ଟ୍ରାର୍ ଏକ ଚିଠି ଜାରି କରିଛନ୍ତି। ତେବେ ଶନିବାର, ରବିବାର ଓ ସୋମବାର ବନ୍ଦ ରହିବ ବୋଲି ଜଣାଯାଇଛି । କରୋନା ସଂକ୍ରମଣକୁ ଆଖିରେ ଆଗରେ ରଖି କ୍ୟାମ୍ପସ ବିଶୋଧନ କରିବା ପାଇଁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ଏହି ସମୟରେ ଅଧ୍ୟାପକ/ ଅଧ୍ୟାପିକାମାନେ ଅନଲାଇନରେ ପାଠ ପଢାଇବେ ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular