spot_img

୩ଦିନ ପାଇଁ ସଟଡାଉନ ହେଲା ରରୁଆଁ ବ୍ଲକ

କରଞ୍ଜିଆ : ଚିନ୍ତା ବଢାଇଛି କରୋନା । ସଂକ୍ରମଣ ରୋକିବାକୁ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି । ସଂକ୍ରମଣ ଚେନ୍ ରୋକିବାକୁ ବିଭିନ୍ନ ସ୍ଥାନରେ ସଟଡାଉନ କରାଯାଇଛି । ଏହିପରି ଆଜି ଠାରୁ ୩ ଦିନ ଯାଏ ରରୁଆଁ ବ୍ଲକ କାର୍ୟ୍ୟାଳୟ ପରିସରକୁ ସଟଡାଉନ କରାଯାଇଛି । ବ୍ଲକ କାର୍ୟ୍ୟାଳୟରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ କରୋନା ପଜିଟିଭ୍ ପରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ତୁରନ୍ତ ପଦକ୍ଷେପ ନେଇ ବ୍ଲକ ପରିସରକୁ ୩ଦିନ ପାଇଁ ସଟଡାଉନ କରାଯାଇଛି । ଆଜି ସକାଳ ୭ଟା ରୁ ସୋମବାର ସକାଳ ୭ଟା ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ବ୍ଲକ କତ୍ତୃପକ୍ଷ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular