ଯୁକ୍ତ୩ କଲେଜରେ ଖାଲିଥିବା ସିଟରେ ନାମଲେଖା ଲାଗି ଆଜି ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍ ଅଫ୍ ମାର୍କ ପ୍ରକାଶ ପାଇବ। ଅପରାହ୍ନ ୨ଟାରେ ଏହି ତାଲିକା ବାହାରିବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୨୯ ତାରିଖ ପର୍ୟ୍ୟନ୍ତ ଅନଲାଇନରେ ନାମଲେଖା ଫି’ ଦାଖଲ କରିପାରିବେ। ଅକ୍ଟୋବର ୨୭ରୁ ନଭେମ୍ବର ୩ ମଧ୍ୟରେ ନାମଲେଖା ହେବା ସହ ଛାତ୍ରଛାତ୍ରୀଙ୍କ ତଥ୍ୟ ଅପଡେଟ୍ କରାଯିବ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0