spot_img

ରାଜଧାନୀରୁ ୩୨ ପଜିଟିଭ୍ ଚିହ୍ନଟ

ରାଜଧାନୀରୁ ୩୨ ସଂକ୍ରମିତ ଚିହ୍ନଟ ।ସେମାନଙ୍କ ଭିତରେ ରହିଛନ୍ତି ମୋଟ ୨୬ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ବାକି ୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।ରାଜଧାନୀର ଝାରପଡା, ଚନ୍ଦ୍ରଶେଖରପୁର, ଗଜପତି ନଗରରୁ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜଧାନୀରେ ଏବେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୧କୁ ବୃଦ୍ଧି ପାଇଛି । ଏହାସହ ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ରିପୋର୍ଟ ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular