spot_img

ଯବାନଙ୍କ ଗୁଳିରେ ୫ ମାଓବାଦୀ ମୃତ

ମାଲକାନଗିରି : ହୋଲିରେ ଯବନାଙ୍କୁ ସଫଳତା । ଗୁଳିରେ ୫ ମାଓବାଦୀ ମୃତ । ଛତିଶଗଡ ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଫଳରେ ୫ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଛତିଶଗଡ କାଙ୍କେର ଜିଲ୍ଲା ଓ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା ସୀମା ଖୋବ୍ରାମେଡା ଜଙ୍ଗଲରେ ଚାଲିଛି ଗୁଳିବିନିମୟ। ମାଓବାଦୀଙ୍କ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular