spot_img

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୯୦ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୦୬ ଜଣ ଥିବାବେଳେ କଟକର ୭୧ ଜଣ, ମୟୁରଭଞ୍ଜର ୩୮ ଜଣ, ସୁନ୍ଦରଗଡ଼ର ୩୮ ଜଣ, ଯାଜପୁରର ୨୫ ଜଣ, ନବରଙ୍ଗପୁରର ୨୪ ଜଣ, ସମ୍ବଲପୁରର ୨୨ ଜଣ, ଖୋର୍ଦ୍ଧାର ୧୫ ଜଣ, ବାଲେଶ୍ୱରର ୯ ଜଣ, ବରଗଡ଼ର ୬ ଜଣ, ଅନୁଗୁଳ-କଳାହାଣ୍ଡି ଓ କେନ୍ଦ୍ରାପଡ଼ାର ୫ ଜଣ, ଜଗତସିଂହପୁର-କୋରାପୁଟର ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି |

ସେହିପରି ଭଦ୍ରକ, ବୌଦ୍ଧ ଓ କେଉଁଝରର ୩ ଜଣ, ନୟାଗଡ ଓ ପୁରୀରୁ ୨ ଜଣ ସୁସ୍ଥ ହୋଇଛନ୍ତି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ୱେବସାଇଟ ସୂଚନା ମୁତାବକ ରାଜ୍ୟରେ ବର୍ତ୍ତମାନ ୬୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୭୫୦ ଜଣ ସୁସ୍ଥ ହୋଇଛନ୍ତି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular