spot_img

ଆଜିଠାରୁ ୪ ଦିନ ସଟଡ଼ାଉନ ଢ଼େଙ୍କାନାଳ ସହର

ଢ଼େଙ୍କାନାଳ: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ଢ଼େଙ୍କାନାଳ ପୌରାଞ୍ଚଳର ଆଜିଠାରୁ ୩୦ ତାରିଖ ଯାଏ ୪ଦିନିଆ ସଟଡ଼ାଉନ ଘୋଷଣା କରାଯାଇଛି । ୧୦ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଆଜିଠାରୁ ୩୦ ତାରିଖ ଯାଏ ୪ ଦିନ ସଟଡ଼ାଉନ କଟକଣା ବଳବତ୍ତର ରହିବ । ସହରରେ କରୋନା ସ୍ଥିତିର ମୁକାବିଲା କରିବା ସହ କିପରି ସମ୍ପୂର୍ଣ୍ଣ ସହର କରୋନା ମୁକ୍ତ ହେବ ସେନେଇ ପ୍ରଶାସନ ପ୍ରଚେଷ୍ଟା ଆରମ୍ଭ କରିଛି ।

ରାଜ୍ୟରେ ଢ଼େଙ୍କାନାଳ ଜିଲ୍ଲା କରୋନା ନିୟନ୍ତ୍ରଣରେ ୨୫ ତମ ସ୍ଥାନରେ ରହିଛି । ହେଲେ କରାନାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଜିଲ୍ଲା ପ୍ରଶାସନ କରିଛି ବ୍ଲୁ-ପ୍ରିଣ୍ଟ । ସ୍ୱେଚ୍ଛାକ୍ୱତ୍ୱ ଭାବେ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ଜିଲ୍ଲ ପ୍ରଶାସନ ସହରବାସୀଙ୍କୁ ନିବେଦନ କରିଛନ୍ତିି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular