spot_img

ହୀରାକୁଦରେ ବନ୍ଦ ହେଲା ଆଉ ୪ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ଼୍ୟାମର ଆଉ ୪ଟି ଗେଟ ବନ୍ଦ ହେଲା । ଏବେ ଡ୍ୟମରେ ୨୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ୫୨୫.୯୧ ଫୁଟ ରହିଛି । ହୀରାକୁଦ ଡ଼୍ୟାମକୁ ଏବେ ୩,୮୮୪ କୁ୍ୟସେକ ଜଳ ପଶୁଛି । ସେହିପରି ଡ଼୍ୟାମରୁ ନିଷ୍କାସିତ ହେଉଛି ୫,୨୮ ୬୧ କୁ୍ୟସେକ ଜଳ । ଅନ୍ୟପକ୍ଷରେ କଟକରେ ମୁଣ୍ଡଳିରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଥିଲା । ଫଳରେ ହୀରାକୁଦ ଡ଼୍ୟାମର ୪୬ଟି ଗେଟ ଖୋଲା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular