spot_img

ସୁବର୍ଣ୍ଣପୁରରେ ୪୨ ଟିକିଆ ହାତୀପଲ ଆତଙ୍କ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ୪୨ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ଏକର ଏକର ଚାଷ ନଷ୍ଟ କରୁଛନ୍ତି ହାତୀ । ଅମଳ ସମୟରେ ହାତୀ ଚାଷ ନଷ୍ଟ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।

ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି । କିଛିଦିନ ତଳେ ଚାଷୀ ପନିପରିବା ନଷ୍ଟ କରିଥିଲେ ହାତୀପଲ । ଗତ ୨ ମାସ ଭିତରେ ବିଭିନ୍ନ ଗାଁରେ ୫ ଜଣ ଘର ଭାଙ୍ଗିବା ସହ ବ୍ୟାପକ ଧାନ ଚାଉଳ ନଷ୍ଟ କଲେଣି ହାତୀପଲ । କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular