ମୁମ୍ବାଇ : ସୋସିଆଲ ମିଡ଼ିଆରେ ଭାୟରାଲ ହେଲା ସାଉଥ ହିରୋଇନ କାଜଲ ଅଗ୍ରୱାଲ ଓ ତାଙ୍କ ଭାବି ସ୍ୱାମି ଗୌତମ କିଚଲୁଙ୍କ ଫଟୋ । ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିବା କାଜଲ ଦଶହରା ଉପଲକ୍ଷ ନିଜ ଫ୍ୟାନ ମାନଙ୍କ ପାଇଁ ଏହି ଫଟୋ ସେୟାର କରିଛନ୍ତି ।

ସୂଚନାଅନୁଯାୟୀ କିଛି ଦିନ ପୂର୍ବରୁ କାଜଲ ଗୌତମଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବା କଥା ସୋସିଆଲ ମିଡ଼ିଆରେ ଜଣାଇଥିଲେ ।



Visitors Today : 3
Total Visitors : 130786
Total Views : 9900024
Visitors Online Now : 0