କେନ୍ଦ୍ରାପଡା : ବେଆଇନ ମଦ ଜବତ ସହ ପୂର୍ବତନ ସରପଞ୍ଚ ଗିରଫ ହୋଇଛନ୍ତି। କଟକ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା। ୪୮ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ ହୋଇଛି। ଅବକାରୀ ଗୁଇନ୍ଦା ଇନ୍ସିପେକ୍ଟର ଜଗଦୀଶ ସାମଲ ଏ ସଂପର୍କରେ ସୂଚନା ଦେଇଛନ୍ତି।

Visitors Today : 0
Total Visitors : 130175
Total Views : 9891622
Visitors Online Now : 0