spot_img

ଚିଲିକାରୁ ୪ମୃତ ଓ ୧ ଜୀବିତ ବିଦେଶୀ ପକ୍ଷୀ ଜବତ୍

ଚିଲିକା: ଚିଲିକାରୁ ୪ମୃତ ଓ ଗୋଟିଏ ଜୀବିତ ବିଦେଶୀ ପକ୍ଷୀ ଜବତ୍ । ଜଣେ ଶିକାରୀ ଗିରଫ । ଗିରଫ ଶୀକାରି ଜଣକ ଟାଙ୍ଗୀ କାଟିଲାକୋଟ କଲୋନୀର । ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ବାଲିପାଟପୁର ନିକଟ ବାବାଜୀ କୁଡ଼ିଆ ବନ୍ଧରୁ ପକ୍ଷୀ ଶୀକାର କରାଯାଉଥିଲା । ଶିକାରୀ କଇଁ ଫୁଲରେ ବିଷ ଦେଇ ପକ୍ଷୀ ଶୀକାର କରୁଥିଲେ । ପରେ ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ଦ୍ୱାରା ଜଣଙ୍କୁ ଗିରଫ କରାଯାଇଛି । ଶିକାରୀ ନିକଟରୁ ୪ଟି ମୃତ ଓ ଗୋଟିଏ ଜୀବିତ ବିଦେଶୀ ପକ୍ଷୀ, ସାଇକେଲ, ମୋବାଇଲ ଫୋନ, ମାରାଣାସ୍ତ୍ର, ଫୋରାଡନ ବିଷ, କଇଁଫୁଲ ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular