spot_img

ମହିଳାଙ୍କଠାରୁ ୫ ଲକ୍ଷ ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର ନଖରା ଛକ ନିକଟରୁ ମହିଳାଙ୍କଠାରୁ ୫ ଲକ୍ଷ ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ। ଲୁଟ୍‌ରେ ସମ୍ପୃକ୍ତ ଯୁବକଙ୍କୁ ଧରିଲା ସ୍ପେଶାଲ ସ୍କ୍ବାଡ୍। ସମ୍ପୃକ୍ତ ଯୁବକ ଜଣଙ୍କ ଆସ୍କା ଅଞ୍ଚଳର ବୋଲି ସୂଚନା ମିଳିଛି। ତା ନିକଟରୁ ୩ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର କରି ପୋଲିସ୍ ତଦନ୍ତ ଜାରି ରଖିଛି। ସେପ୍ଟେମ୍ବର ୭ ତାରିଖରେ ବାଲିଅନ୍ତା ଥାନା ଅନ୍ତର୍ଗତ ନଖରା ଛକ ନିକଟରୁ ସୁନିତା ଜେନାଙ୍କ ଠାରୁ ହୋଇଥିଲା ଲୁଟ୍

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular