ଭୁବନେଶ୍ୱର ; ଓଡ଼ିଶା ବିଧାନସଭାର ୫ଜଣ କର୍ମଚାରୀଙ୍କ କରୋନା ପଜିଟିଭ । ଏନେଇ ଖୋଦ୍ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହା ସହ ସେମାନଙ୍କୁ ହୋମ୍ ଆଇସୋଲେସନରେ ରହବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେଣୁ ବିଧାନସଭାକୁ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0