spot_img

କରୋନା ପାଇଁ ବିଧାନସଭା ବନ୍ଦ

ଭୁବନେଶ୍ୱର: ନୀଳଗିରୀ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣଙ୍କ କରୋନା ପରୀକ୍ଷା କରାଯିବା ପରେ ୫ଜଣଙ୍କ କରୋନା ପଜିଟିଭ ଆସିଛି । ଏମାନେ ସମସ୍ତେ ଘରୋଇ ସଂଗରୋଧରେ ରହଛନ୍ତି । । ପଜିଟିଭ୍ ବାହାରିବା ପରେ ୩୧ଯାଏଁ ବନ୍ଦ ରହିବ ବିଧାନସଭା ସୂଚନା ଦେଇଛନ୍ତି ବାଚସ୍ପତି । ଏହାପରେ ବିଧାନସଭା ସାନିଟାଇଜ କରାଯିବା । ଆସନ୍ତାଏକ ତାରିଖ ଦିନ ସାନିଟାଇଜ୍ କରାଯିବା ପରେ ୪ତାରିଖରେ ଖୋଲିବ ବିଧାନସଭା । ସୂଚନା ଅନୁସାରେ ଦେବୀମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା କମିଟ ମିଟିଂ ନୀଳିଗିର ବିଧାୟକ ଉପସ୍ଥିତ ଥିଲେ । ତା, ପରେ ମିଟିଂ ବାତିଲ କରାଯାଇଥିଲା । ସେବେଠାରୁ ସମସ୍ତେ ସଂଗରୋଧରେ ଥିଲେ ।

ଏପଟେ ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୫ ଶହ ୯୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ହଜାରେ ୬୭ ସଂଗରୋଧ କେନ୍ଦ୍ରରୁ ଓ ୫୨୭ ଜଣ ଲୋକାଲ କଣ୍ଟାକ୍ଟ ଅଛନ୍ତି । ଗଂଜାମରୁ ସର୍ବାଧିକ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୨୦, କଟକରୁ ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧରୁ ୪୧,କନ୍ଧମାଳରୁ ୧୭,କେନ୍ଦୁଝରରୁ ୨୦, କୋରାପୁଟ ୩୩,ମୟୁରଭଂଜରୁ ୩୨,ଭଦ୍ରକରୁ ୬୦,ବାଲେଶ୍ୱରରୁ ୨୨ ଜଣ, ଅନୁଗୁଳରୁ ୧୦

LEAVE A REPLY

Please enter your comment!
Please enter your name here

- Advertisment -

Most Popular