spot_img

୨୦ ଜିଲ୍ଲାରୁ ସୁସ୍ଥ ହେଲେ ୫୦୫ ଜଣ କରୋନା ସଂକ୍ରମିତ

ଭୁବନେଶ୍ବର୧୩/: ପୁଣି ସୁସ୍ଥ ହେଲେ ୫୦୫ ଜଣ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାରୁ ୨୪୮, ସୁନ୍ଦରଗଡ଼ ଜିଲ୍ଲାରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁରରୁ ୮, ନୟାଗଡ଼ରୁ ୮ , ଜଗତସିଂହପୁରରୁ ୭ ଜଣ, ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାରୁ ୬ ଜଣ ଲେଖାଏଁ, ଅନୁଗୋଳରୁ ୫, କନ୍ଧମାଳ, କେନ୍ଦ୍ରପଡା ଏବଂ କୋରାପୁଟରୁ ୪ ଜଣ ଲେଖାଏଁ, ବରଗଡ଼ରୁ ୩ ଜଣ, କେନ୍ଦୁଝରରୁ ୨ ଏବଂ ଝାରସୁଗୁଡା ଓ ରାୟଗଡ଼ ଜିଲ୍ଲାରୁ ୧ ଲେଖାଏଁ  କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୫୫ ଜଣ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular