ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ୫୭୦ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୩୮୪ ଏବଂ ଲୋକାଲ କେସରୁ ୧୮୬ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨୫୨୬ରେ ପହଁଚିଛି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ସୁନ୍ଦରଗଡରୁ ୪୪, ସମ୍ବଲପୁରରୁ ୧, ପୁରୀରୁ ୧୫, ନୟାଗଡରୁ ୩୭,ମୟୁରଭଞ୍ଜରୁ ୧୦, କୋରାପୁଟରୁ ୧୧, ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୧୪, କେନ୍ଦ୍ରାପଡାରୁ ୬, ଝାରସୁଗୁଡାରୁ ୩୧, ଯାଜପୁରରୁ ୪୦, ଜଗତସିଂହପୁରରୁ ୧୬ , ଅନୁଗୁଳରୁ ୧୧ , ବାଲେଶ୍ବରରୁ ୩, ଭଦ୍ରକରୁ ୨, ବୌଦ୍ଧରୁ ୩, କଟକରୁ ୪୬ ଏବଂ ଗଜପତିରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0