ନୂଆଦିଲ୍ଲୀ: ଆସନ୍ତାବର୍ଷ ଆରମ୍ଭ ହେବାକୁ ଥିବା ଲଣ୍ଡନ ବିପକ୍ଷ ମ୍ୟାଚରେ ଭାରତ ୫ଟି ଟ୍ୱେଣ୍ଟି-୨୦ ମ୍ୟାଚ ଖେଳିବ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଏହାକୁ ଛାଡି ୪ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ ବୋଲି ଗାଙ୍ଗୁଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ତେବେ ଇଂଲଣ୍ଡ ବିପକ୍ଷ କିଛି ମ୍ୟାଚ ଅହମ୍ମଦାବାଦରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମରେ ଖେଳାଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0