spot_img

ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବି

ଗତ ଶନିବାର ଦିନ ପଶ୍ଚିମବଙ୍ଗର ୨୪ ପ୍ରଗଣାର ନାରାୟଣପୁର ଅଞ୍ଚଳର ୬ ମତ୍ସ୍ୟଜୀବି ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ସେମାନେ ଏକ ଟ୍ରଲର ମାଧ୍ୟମରେ ସମୁଦ୍ରକୁ ଯାଇଥିଲେ । କିନ୍ତୁ ମଝି ସମୁଦ୍ରରେ ଟ୍ରଲରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳରେ ସେମାନେ ଦିଗହରା ହୋଇ ଯାଇଥିଲେ । ଗତକାଲି ଲଘୁଚାପ ଯୋଗୁଁ ସମୁଦ୍ରରେ ଜୁଆରେ ପାଞ୍ଚ ଫୁଟ ଉପରକୁ ଉଠିଯାଇଥିଲା । ଫଳରେ ସମୁଦ୍ରର ଢେଉ ସେମାନଙ୍କୁ ଦିଘା କୂଳକୁ ନେଇଯାଇଥିଲେ । ସ୍ଥାନୀୟ ଲୋକେ ସଂଗେ ସଂଗେ ଦେଖିବା ମାତ୍ରେ ସେମାନଙ୍କୁ ଦିଘା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular