ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର । ତମାଣ୍ଡୋ ଅଞ୍ଚଳରୁ ୬୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି କ୍ୟୁଏଟି । ଏଥିରେ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Visitors Today : 3
Total Visitors : 130169
Total Views : 9891615
Visitors Online Now : 0