spot_img

ଜମ୍ମୁ-କାଶ୍ମୀରର ବାରମୂଳାରେ ଗ୍ରେନେଡ୍ ଆକ୍ରମଣରେ ୬ ଆହତ

ଜମ୍ମୁ: ଜମ୍ମୁ କାଶ୍ମୀରର ବାରମୂଳା ଜିଲ୍ଲାରେ ଗ୍ରେନେଡ ଆକ୍ରମଣରେ ଛଅ ନାଗରିକ ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ସେନାର ଏକ ବାହନ ଉପରକୁ ଗ୍ରେନେଡ଼ ମାଡ଼ କରିଥିଲେ । କିନ୍ତୁ ଗ୍ରେନେଡ଼ ଗାଡ଼ିରେ ନବାଜି ରାସ୍ତାରେ ପଡ଼ିଯାଇଥିଲା । ରାସ୍ତାରେ ବିସ୍ଫୋରଣ ହେବାରୁ ଛଅ ଜଣ ଲୋକ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜମ୍ମୁ କାଶ୍ମୀର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି । ପାକିସ୍ତାନ ରବିବାର ଦିନ ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାର ନୌସେରା ଜିଲ୍ଲାରେ ସିଜ୍ ଫାୟାର ଉଲଂଘନ କରିଥିଲା । ଏଥିରେ ଭାରତୀୟ୍ ସେନାର ଜଣେ ଜବାନ ସହିଦ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular