spot_img

କୋଭିଡ ସ୍ଥିତିରେ କେରଳ ଗଲେ ୬୦ ଶ୍ରମିକ

ବ୍ରହ୍ମପୁର: ପ୍ରାୟ ୫ ମାସ ଧରି ଘରେ ବେରୋଜଗାର ହୋଇ ବସିବା ପରେ ବାଧ୍ୟ ହୋଇ କୋଭିଡ ସ୍ଥିତିରେ ବାହାର ରାଜ୍ୟକୁ ଫେରିବାକୁ ଘରୁ ଗୋଡ କାଢିଛନ୍ତି ଶ୍ରମିକ । ଗଞ୍ଜାମ ଜିଲ୍ଳା ହିଞ୍ଜିଳି ଅଞ୍ଚଳରୁ ୬୦ ଜଣ ଶ୍ରମିକ କେରଳ ଅଭିମୁଖେ ଯାତ୍ରା କରିଛନ୍ତି । ଶ୍ରମିକମାନେ ରାଳବ ଅଞ୍ଚଳରୁ ଏକ ଘରୋଇ ବସ୍ରେ କେରଳ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ବସ୍ରେ କଲିକତା ଓ ଭଦ୍ରକ ଅଞ୍ଚଳର କିଛି ଶ୍ରମିକ ରହିଛନ୍ତି । ପ୍ରାୟ ୫ ମାସ ଧରିି ଘରେ ବେରାଜଗାର ବସିବା ପରେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular