ଭୁବନେଶ୍ୱର: ଆଇପିଏଲ ବିଡିଂ ପାଇଁ ୬ ଖେଳାଳିଙ୍କୁ ସୁପାରିସ କରିଛି ଓସିଏ । ଚଳିତ ବର୍ଷ ଆଇପିଏଲ ନିଲାମରେ ସାମିଲ ହେବେ ୬ ଓଡିଆ କ୍ରିକେଟର । ତେବେ ନୂଆ ସିଜନ ପାଇଁ ହେବାକୁ ଥିବା ନିଲାମରେ ଓଡିଶାର ଏହି ୬ କ୍ରିକେଟରଙ୍କୁ ସାମିଲ କରିବା ପାଇଁ ସୁପାରିଶ କରିଛି ଓସିଏ । ସାମିଲ ହୋଇଥିବା ୬ ଓଡିଆ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୁପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତରଣୀ ସା । ଯଦି କେଉଁ ଦଳ ଏହି ଖେଳାଳିମାନଙ୍କୁ କିଣନ୍ତି ତାହାଲେ ଚଳିତ ବର୍ଷ ଆଇପିଏଲରେ ଓଡିଆ କ୍ରିକେଟରଙ୍କୁ ଦେଖିବାକୁ ମିଳିବ । ଏନେଇ ଓସିଏ ସିଇଓ ସୁବ୍ରତ ବେହେରା ସୂଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0